ଓମ ଭୂର୍ଭୁବଃ ସ୍ଵଃ ତତ୍ସ ବିତୁର୍ବରେଣ୍ଯଂ ଭର୍ଗୋ ଦେବସ୍ଯ ଧିମହି ଧିୟୋ ୟୋନଃ ପ୍ରଚୋଦୟାତ ।।

Gayatri Swadeshi Janakalyan Bhawan

At/Post- Paruabhadi, Via/Ps- Kuchinda, District- Sambalpur, State- Odisha, India, Mob Ph. 63 723 768 36 (Whatsapp available)

ISO 9001 Certified , MSME Registered and We have Trade Mark Certificate

ସୁ ସ୍ବାଗତଂ

Well Come

our Vision and Motive : We trying to Provide a Better and Joyful Life.

हमारा दृष्टिकोण और उद्देश्य: हम एक बेहतर और आनंदमय जीवन प्रदान करने का प्रयास कर रहे हैं।

ଆମ ହିସାବରେ ଆମେ : ସମସ୍ତ ଲୋକ ମାନକୁ ଗୋଟିଏ ଉନ୍ନତ , ଆନନ୍ଦମୟ , କଷ୍ଟ ରହିତ , ଜୀବନ ଦେବା ପାଇଁ ( ଗୁରୁଦେବ ଙ୍କର ନିର୍ଦେଶ କ୍ରମେ ) ନିଜକୁ ସଙ୍କଳ୍ପିତ କରିଅଛୁ ।

2020 ରୁ 2026 ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷର ପାଠ୍ୟକ୍ରମ ( Zero ରୁ Dr ଡକ୍ଟର ପର୍ଯ୍ୟନ୍ତ ) ପଢିଲା ପରେ , ଆପଣଙ୍କ ସେବାରେ ଉପସ୍ଥିତ ।

ଆମେ ବାପା , ଦାଦା ଅମଳରୁ (୩ ପିଢୀ ରୁ ) ବୈଦିକ ଜ୍ଯୋତିଷ କାର୍ଯ୍ୟ କରି ଆସୁଛୁ ।

We Provide Accurate Predictions and Remedies through KP Astrology, Nadi Nakshatra Astrology, Vadic Astrology, Vastu, Palmistry.

ଆମେ ଜ୍ଯୋତିଷ ସାହାଯ୍ଯରେ ଉପଜୁକ୍ତ ଗଣନା କରି , ପୁଂଖାନୁ ପୁଂଖ ବିଚାର କରିବା ପରେ ସମସ୍ଯାର ସମାଧାନ ବାହାର କରିଥାଉ ।

ଆମେ ବୈଦିକ ଜ୍ଯୋତିଷ, KP ଜ୍ଯୋତିଷ, ନାଡି-ନକ୍ଷତ୍ର ଜ୍ଯୋତିଷ ସାହାଯ୍ଯରେ ଗଣନା କରୁଥିବାରୁ ସଠିକ ସମାଧାନ ବାହାରେ ।

Fillup the Form . Register Soon. Limited Discount Period

We Provide Accurate Predictions , Remedies and Treatment.

ପ୍ରଥମେ ବ୍ୟବହାର କରନ୍ତୁ, ତା ପରେ ଆମ ବିଷୟରେ ମତାମତ ଦିଅନ୍ତୁ ।

Try us then believe

हमें आज़माएं फिर विश्वास करें

ଆମେ ଆପଣଙ୍କ ଖୁସି ଚାହୁଁ ।

ପୂଣ୍ୟ ଅର୍ଜନ କରିବା ଆମର ମୂଳ ଲକ୍ଷ ।

ଆପଣ କ୍ଷତି ରେ ନ ପଡିବା ପାଇଁ ଆମେ ଆପଣଙ୍କୁ ସାହାଯ୍ୟ କରିବୁ ।

ସମସ୍ତେ ସମାନ ନୁହନ୍ତି । ଆମକୁ ଅନ୍ୟ ୯0 % ଲୋକଙ୍କ ସହିତ ତୁଳନା କରନ୍ତୁ ନାହଁ ।

ଶରୀରର , ପରିବାରର , ବ୍ୟବସାୟ ଓ ଚାକିରୀର ସମସ୍ତ ସମସ୍ଯା ସମାଧାନ କରନ୍ତୁ ।

ତଳେ ଫର୍ମ ପୂରଣ କରନ୍ତୁ । ବୁକିଂ କରାଯିବ ଓ ଆପଣଙ୍କୁ ଯୋଗାଯୋଗ କରାଯିବ ।

Solve your all types of problem through Consultation , Astrology, Palmistry, Tarot Card Reading, Pendulum Dowsing and Mantra Chanting, Gayatri Yagya , Panchakarma Treatment , music therapy , Colour therapy, Natural Food & Plants juice etc.

ଚିକିତ୍ସା ପ୍ରଣାଳୀ :-

ସ୍ବଦେଶୀ ଜଡ଼ି ବୁଟୀ , ପଞ୍ଚକର୍ମ ଓ ଜ୍ଯୋତିଷ ବିଜ୍ଞାନ ଦ୍ବାରା ଚିକିତ୍ସା କରଯାଏ ।

ରଙ୍ଗ ଚିକିତ୍ସା ବିଜ୍ଞାନ , ଚୁମ୍ବକ ଚିକିତ୍ସା ବିଜ୍ଞାନ

ଆକ୍ୟୁ ପ୍ରେସର ଚିକିତ୍ସା ବିଜ୍ଞାନ ଓ ପ୍ରାକୃତିକ ଚିକିତ୍ସା ବିଜ୍ଞାନର ବ୍ୟବହାର ମଧ୍ୟ କରାଯାଏ ।

କଂସା ଥାଳି ର ବ୍ୟବହାର ମଧ୍ୟ କରାଯାଏ ।

ତେଣୁ କୌଣସି ପାର୍ଶ୍ବ ପ୍ରତିକ୍ରିୟା ର ଡ଼ର ନ ଥାଏ ।

ଆମ ପାଖରେ କୌଣସି ଏଲୋପ୍ୟାଥି ଔଷଧ ବ୍ୟବହାର କରାଯାଏ ନାହିଁ ।

Playlist

3 Videos

ସୁ ସ୍ବାଗତଂ

Well Come

ସୁ ସ୍ବାଗତଂ

ସୁ ସ୍ବାଗତଂ

Well Come

ସୁ ସ୍ବାଗତଂ

Fill up the form and Book your Consultation

Fill all the field Carefully

Conform your consultation or Treatment after Payment

Fees for Hindu Rs.1100/-

Discount Fees for Hindu Rs.300/-

Limited Time Offer Book Now

Days
Hours
Minutes
Seconds
Sunday 09:00 AM to 8:00 PM
Saturday 09:00 AM to 8:00 PM
Monday 09:00 AM to 8:00 PM
Tues Day 09:00 AM to 8:00 PM
Wednesday 09:00 AM to 8:00 PM
Thursday 09:00 AM to 8:00 PM
Friday 09:00 AM to 8:00 PM

Come to our Centre , take Remediews and feel the jayfull Life.

After Treatment go to your Home with a new hopeful, great and positive thought

हमारे केंद्र में आइए, उपचार लीजिए और आनंदमय जीवन का अनुभव कीजिए।

ଭଗବାନ ଦେଇଅଥିବା ଜୀବନର ଆଦର କରନ୍ତୁ । ସୁସ୍ଥ ରହିବାର ନିୟମ ମାନି , ଅନ୍ୟର ଉପକର ରେ ଆସନ୍ତୁ ।
Click Here